ଭୁବନେଶ୍ୱର ଆକାଶରେ ‘ମନ୍ତ୍ର ମୁଗ୍‌ଧ’ର ଯାଦୁ: ଓଡ଼ିଆ ସିନେମା ଜଗତରେ ପ୍ରଥମ ଥର ପାଇଁ ଡ୍ରୋନ୍ ସୋ’ ଜରିଆରେ ଟିଜର ଲୋକାର୍ପିତ | Drone show in Budhha park,Bhubaneswar

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ଆଜି ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ବହୁ ପ୍ରତିକ୍ଷିତ ଓଡ଼ିଆ ସିନେମା ‘ମନ୍ତ୍ର ମୁଗ୍‌ଧ’ ର ଏକ ଭବ୍ୟ ଟିଜର ଲୋକାର୍ପଣ ଉତ୍ସବ ୧୪ ତାରିଖ, ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବୁଦ୍ଧ ଜୟନ୍ତୀ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି । ଓଲିଉଡ ଇତିହାସରେ ପ୍ରଥମ ଥର ପାଇଁ ଅତ୍ୟାଧୁନିକ ‘ଏଲଇଡି ଡ୍ରୋନ୍ ପ୍ରଦର୍ଶନୀ’ ମାଧ୍ୟମରେ ଚଳଚ୍ଚିତ୍ରର ଟିଜରକୁ ଆକାଶ ମାର୍ଗରେ ପ୍ରଦର୍ଶିତ କରାଯାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରାଯାଇଛି।         … Continue reading ଭୁବନେଶ୍ୱର ଆକାଶରେ ‘ମନ୍ତ୍ର ମୁଗ୍‌ଧ’ର ଯାଦୁ: ଓଡ଼ିଆ ସିନେମା ଜଗତରେ ପ୍ରଥମ ଥର ପାଇଁ ଡ୍ରୋନ୍ ସୋ’ ଜରିଆରେ ଟିଜର ଲୋକାର୍ପିତ | Drone show in Budhha park,Bhubaneswar