ଓଡ଼ିଶାରେ ନବଗଠିତ ରାୟଗଡ଼ା ରେଳ ଡିଭିଜନର ଡିଆରଏମ୍ ନିଯୁକ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ରାୟଗଡ଼ାରେ ନୂଆ ରେଳ ଡିଭିଜନର ଶିଳାନ୍ୟାସ କରିବାର ଗୋଟିଏ ଦିନ ପରେ କେନ୍ଦ୍ର ସରକାର ଏହାର ଡିଭିଜନାଲ୍ ରେଳ ମ୍ୟାନେଜର (ଡିଆର୍ଏମ୍) ନିଯୁକ୍ତ କରିଛନ୍ତି। ରେଳ ମନ୍ତ୍ରଣାଳୟ ଅଧୀନରେ ଥିବା ରେଳବାଇ ବୋର୍ଡ ପକ୍ଷରୁ ଜାରି ଏକ ସରକାରୀ ଚିଠିରେ କୁହାଯାଇଛି ଯେ ଏନଏଫଏଚଏଜି/ଆଇଆରଏସଇଇ/ଆଇସିଏଫ ଅମିତାଭ ସିଂଘଲଙ୍କୁ ଦକ୍ଷିଣତଟ ରେଳବାଇର ଡିଆରଏମରୁ ବଦଳି କରାଯାଇ ପୂର୍ବତଟ ରେଳପଥ ଅଧୀନରେ ଥିବା ରାୟଗଡ଼ା ଡିଭିଜନର ଡିଆରଏମ ଭାବେ ନିଯୁକ୍ତ କରାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ … Continue reading ଓଡ଼ିଶାରେ ନବଗଠିତ ରାୟଗଡ଼ା ରେଳ ଡିଭିଜନର ଡିଆରଏମ୍ ନିଯୁକ୍ତ