DRI ହାତରେ ଲାଗିଲା ୩୮କୋଟି ଟଙ୍କାର ସୁନା ; କେମିତି କରିଥିଲେ “ଧାହାବୁ ବ୍ଲିଜ୍‌” ଅପରେସନ୍ || DRI Mumbai busts major gold smuggling syndicate, seizes gold worth Rs 38 crore in Operation Dhahabu Blitz

ଦେଶରେ ବେଧଡକ ଚାଲିଛି ମୂଲ୍ୟବାନ ଜିନିଷର ଚୋରା ଚାଲାଣ । ଏହା ଭିତରେ କାଠ,ହୀରା,ସୁନା,ଗଞ୍ଜେଇ,ମଦ ଏମିତିକି ଗୋରୁ ମଧ୍ୟ ଚାଲାଣ ହେଉଛି । ତେବେ ଦେଶରେ ବର୍ତ୍ତମାନ ସମୟରେ ଚୋରା ଚାଲାଣକୁ ରୋକିବାରେ ମିଳିଛି ଏକ ବଡ ବିଜୟ । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଏକ ବଡ଼ ସୁନା ଚୋରା ଚାଲାଣ ସିଣ୍ଡିକେଟ୍‌କୁ ସଫଳତାର ସହ ଭାଙ୍ଗି ଦେଇଛି । ଏଥିରୁ ପ୍ରାୟ ୩୦କିଲୋଗ୍ରାମ ସୁନା ଜବତ ହୋଇଛି ଯାହାର ମୂଲ୍ୟ ଆନୁମାନିକ ୩୮କୋଟି ଟଙ୍କା … Continue reading DRI ହାତରେ ଲାଗିଲା ୩୮କୋଟି ଟଙ୍କାର ସୁନା ; କେମିତି କରିଥିଲେ “ଧାହାବୁ ବ୍ଲିଜ୍‌” ଅପରେସନ୍ || DRI Mumbai busts major gold smuggling syndicate, seizes gold worth Rs 38 crore in Operation Dhahabu Blitz