ଓଡ଼ିଶା ମାଟିରେ DRDOର ବଡ଼ ସଫଳତା: ଗାଇଡେଡ୍ ପିନାକା ରକେଟର ସଫଳ ପରୀକ୍ଷଣ, ଥରିଲା ଶତ୍ରୁ ଶିବିର || DRDO’s big success in Odisha soil: Successful test of guided Pinaka rocket, enemy camp in shock

ଓଡ଼ିଶାର ମାଟି, ଆଉ ଭାରତର ଗୌରବ! ଶତ୍ରୁ ଶିବିରକୁ ସଂପୂର୍ଣ୍ଣ ଧୂଳିସାତ କରିବା ପାଇଁ ଭାରତୀୟ ସେନାର ଚିତାବାଘ ଏବେ ଆହୁରି ଶକ୍ତିଶାଳୀ ହୋଇଯାଇଛି। ଓଡ଼ିଶାର ଚାନ୍ଦିପୁର ପ୍ରତିରକ୍ଷାଘାଟିରୁ ଆସିଛି ଏକ ବଡ଼ ଏବଂ ଗର୍ବର ଖବର। ଦେଶର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ବା DRDO, ଲଙ୍ଗ ରେଞ୍ଜ ଗାଇଡେଡ୍ ପିନାକା ରକେଟର ଏକ ବଡ଼ ଧରଣର ସଫଳ ଉଡ଼ାଣ ପରୀକ୍ଷଣ ବୁଧବାର ଦିନ କରିଛି। ଏମିତି ଏକ ସଫଳ ପରୀକ୍ଷଣ, ଯାହା ଶତ୍ରୁ … Continue reading ଓଡ଼ିଶା ମାଟିରେ DRDOର ବଡ଼ ସଫଳତା: ଗାଇଡେଡ୍ ପିନାକା ରକେଟର ସଫଳ ପରୀକ୍ଷଣ, ଥରିଲା ଶତ୍ରୁ ଶିବିର || DRDO’s big success in Odisha soil: Successful test of guided Pinaka rocket, enemy camp in shock