DRDO ଚତୁର୍ଥ ପିଢ଼ିର ‘ଭେରି ସର୍ଟ ରେଞ୍ଜ୍ ଏୟାର୍ ଡିଫେନ୍ସ ସିଷ୍ଟମ୍’ର ସରିଲା ସଫଳ ପରୀକ୍ଷଣ || DRDO successfully tests fourth generation ‘Very Short Range Air Defence System’

ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଂଗଠନ କୁ ପ୍ରତିରକ୍ଷା କ୍ଷେତ୍ରରେ ପାର କରିଛି ଆଉ ଏକ ମାଇଲଖୁଣ୍ଟ । DRDO ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଚତୁର୍ଥ ପିଢ଼ିର ‘ଭେରି ସର୍ଟ ରେଞ୍ଜ୍ ଏୟାର୍ ଡିଫେନ୍ସ ସିଷ୍ଟମ୍’ କ୍ଷେପଣାସ୍ତ୍ରର କରାଯାଇଛି ସଫଳ ଉଡ଼ାଣ ପରୀକ୍ଷଣ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ରରେ ଉଚ୍ଚ ସଠିକତା ସମ୍ପନ୍ନ ‘ହିଟ୍-ଟୁ-କିଲ୍’ କ୍ଷମତା ରହିଛି, ଯାହା ଶତ୍ରୁ ପକ୍ଷର ଟାର୍ଗେଟକୁ ଆକାଶ ମାର୍ଗରେ ଅତି ସଠିକ୍ … Continue reading DRDO ଚତୁର୍ଥ ପିଢ଼ିର ‘ଭେରି ସର୍ଟ ରେଞ୍ଜ୍ ଏୟାର୍ ଡିଫେନ୍ସ ସିଷ୍ଟମ୍’ର ସରିଲା ସଫଳ ପରୀକ୍ଷଣ || DRDO successfully tests fourth generation ‘Very Short Range Air Defence System’