DRDO Develops Bunker Buster Bomb Powerful Than USA।। ପାତାଳରେ ହେବ ମାଡ଼ ! ଭାରତ ତିଆରି କରୁଛି ଆମେରିକୀୟ ବଙ୍କର ବଷ୍ଟରଠାରୁ ଶକ୍ତିଶାଳୀ ବୋମା

ନିକଟରେ ଆମେରିକା ଇରାନର ଫୋର୍ଡୋ ପରମାଣୁ କେନ୍ଦ୍ର ଉପରେ ତାହାର B-2 ବୋମାବର୍ଷକ ବିମାନରୁ ବଙ୍କର-ବଷ୍ଟର (GBU-57/A ମାସିଭ ଅର୍ଡନାନ୍ସ ପେନେଟ୍ରେଟର) ବୋମା ପକାଇଥିଲା। ଏହି ବିମାନ ଆକ୍ରମଣରେ ଇରାନର ପ୍ରମୁଖ ପରମାଣୁ କେନ୍ଦ୍ରକୁ ବେଶ କ୍ଷତି ପହଞ୍ଚିଥିଲା। ଏବେ ଭାରତ ମଧ୍ୟ ବଙ୍କର ବଷ୍ଟର ବୋମା ତିଆରି କରୁଛି, ଯାହା କଂକ୍ରିଟର ମୋଟା ସ୍ତର ତଳେ ଲୁଚି ରହିଥିବା ଶତ୍ରୁଙ୍କ ଅଡ୍ଡାକୁ ମଧ୍ୟ ଭେଦ କରିପାରିବ। ଏହି ବଙ୍କର ବଷ୍ଟର ବୋମା ଅଗ୍ନି-୫ ମିସାଇଲରେ ଲାଗିଥିବା … Continue reading DRDO Develops Bunker Buster Bomb Powerful Than USA।। ପାତାଳରେ ହେବ ମାଡ଼ ! ଭାରତ ତିଆରି କରୁଛି ଆମେରିକୀୟ ବଙ୍କର ବଷ୍ଟରଠାରୁ ଶକ୍ତିଶାଳୀ ବୋମା