କେବଳ ନିୟମ ଦ୍ୱାରା ସୁଧୁରିବ ନାହିଁ ସମସ୍ୟା, ଚୀନ୍ ଉଦାହରଣ ଦେଇ ଆଲୋଚନା କଲେ ବିଶେଷଜ୍ଞ || Drafting of strict laws on coaching sector: The problem will not be solved by laws alone, experts discussed by giving the example of China

ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କୋଚିଂ ସେଣ୍ଟରଗୁଡ଼ିକୁ ଆଇନଗତ ପରିସରକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରି ବଡ଼ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛନ୍ତି। ବ୍ରହ୍ମାତ୍ମକ ବିଜ୍ଞାପନ ଉପରେ ରୋକ ଲଗାଇବା, ଡମି ସ୍କୁଲିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ପ୍ରବେଶିକା ପରୀକ୍ଷାଗୁଡ଼ିକୁ କମ୍ ‘କୋଚେବଲ୍’ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପ୍ରଶାସନିକ ପଦକ୍ଷେପ ସ୍ୱାଗତଯୋଗ୍ୟ ହୋଇଥିଲେ ହେଁ, … Continue reading କେବଳ ନିୟମ ଦ୍ୱାରା ସୁଧୁରିବ ନାହିଁ ସମସ୍ୟା, ଚୀନ୍ ଉଦାହରଣ ଦେଇ ଆଲୋଚନା କଲେ ବିଶେଷଜ୍ଞ || Drafting of strict laws on coaching sector: The problem will not be solved by laws alone, experts discussed by giving the example of China