Dr. Arundhati Devi to be conferred with Pradyumna Bala Memorial Award II ଡକ୍ଟର ଅରୁନ୍ଧତୀ ଦେବୀଙ୍କୁ ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ

-ଏସ.ଏମ. ଫାରୁକ, ଗୋପୀନାଥ ସିଂ ଓ ଡକ୍ଟର  ହରିଶ୍ଚନ୍ଦ୍ର ପୃଷ୍ଟିଙ୍କୁ ବ୍ୟକ୍ତିତ୍ୱ ସମ୍ମାନ -ଯୁବ ପ୍ରତିଭା ସୁମନ୍ତ ମହାରଣା ଓ କ୍ରୀଡା ପ୍ରତିଭା ପୂଜାସ୍ୱିନୀ ନାୟକଙ୍କୁ ସ୍ୱତନ୍ତ୍ର ସମ୍ମାନ -ସାମ୍ବାଦିକତା ଲାଗି ବାଲେଶ୍ୱର–ସୋରର ଶିଶିର କୁମାର ଦାସଙ୍କୁ ପ୍ରଦ୍ୟୁମ୍ନ ବଳ ସମ୍ମାନ ଅନ୍ତର୍ଜାତୀୟ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଗୁରୁମା’ ଡକ୍ଟର ଅରୁନ୍ଧତୀ ଦେବୀ ଚଳିତ ବର୍ଷର ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ ପାଇବେ। ପ୍ରଦ୍ୟୁମ୍ନ ବଳ ରାଜ୍ୟସ୍ତରୀୟ ଜୟନ୍ତୀ କମିଟି ପକ୍ଷରୁ ଜୀବନବ୍ୟାପୀ ଶିକ୍ଷା-ସମାଜସେବା ଓ ଏକ … Continue reading Dr. Arundhati Devi to be conferred with Pradyumna Bala Memorial Award II ଡକ୍ଟର ଅରୁନ୍ଧତୀ ଦେବୀଙ୍କୁ ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ