ଜୟନାରାୟଣଙ୍କ ଡବଲ ଖୁସି

ଦଳ ଓ ସରକାର ଉପରେ କ୍ଷୁବ୍ଧ ଥିବା ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଡବଲ ଖୁସି ମିଳିଛି। ତାଙ୍କୁ କୌଣସି ମନ୍ତ୍ରୀ ପଦ କି ସରକାରୀ ପଦପଦବୀ ମିଳିନାହିଁ। କିନ୍ତୁ ତାଙ୍କ କଥାକୁ ସରକାର ଗ୍ରହଣ କରିଥିବାବେଳେ ଓଡ଼ିଶା ହାଇକୋର୍ଟ ମଧ୍ୟ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ଅନୁମତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସ ନୁହେଁ ଓଡ଼ିଶା ଦିବସ ପାଳନ ହେବ ବୋଲି … Continue reading ଜୟନାରାୟଣଙ୍କ ଡବଲ ଖୁସି