ବଞ୍ଚିତ ହିତାଧିକାରୀଙ୍କ ପାଇଁ ହେବ ଡୋର ଟୁ ଡୋର ସର୍ଭେ

Subhadra: ସୁଭଦ୍ରାରୁ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଯେଉଁମାନଙ୍କୁ ମିଳିନି ଟଙ୍କା ତାଙ୍କ ପାଇଁ ହେବ ଡୋର ଟୁ ଡୋର ହେବ ସର୍ଭେ। ସୁଭଦ୍ରା ଯୋଜନରୁ ବଞ୍ଚିତ ରହିଥିବା ହିତାଧିକାରୀଙ୍କ ପାଇଁ ବଡ଼ ପଦକ୍ଷେପ ନେବେ ସରକାର । ଏହି ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ । ମାର୍ଚ୍ଚ ୩୧ରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବେ ସରକାର ବୋଲି ଆଜି ଉପ ମୁଖ୍ୟମନ୍ତ୍ରୀ … Continue reading ବଞ୍ଚିତ ହିତାଧିକାରୀଙ୍କ ପାଇଁ ହେବ ଡୋର ଟୁ ଡୋର ସର୍ଭେ