ନ୍ୟାୟପାଳିକାକୁ ରାଜନୈତିକ ରଣାଙ୍ଗନରେ ପରିଣତ ନ କରିବା ପାଇଁ ସରକାର ଓ ଅନ୍ୟାନ୍ୟ ପକ୍ଷଙ୍କୁ ଚେତାବନୀ ଦେଇଛନ୍ତି ସୁପ୍ରିମ୍କୋର୍ଟ ସୋମବାର କୋର୍ଟରୁମ୍ ଭିତରକୁ ରାଜନୈତିକ ଆଖ୍ୟାନ ଅନୁପ୍ରବେଶର ବଢୁଥିବା ଧାରାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ଦୁଇଟି ଭିନ୍ନ ଅଥଚ ଅନୁରୂପ ମାମଲାରେ ଖଣ୍ଡପୀଠର ନେତୃତ୍ବ ନେଉଥିବା ପ୍ରଧାନ ବିଚାରପତି ଜଷ୍ଟିସ ଭୂଷଣ ଆର୍ ଗଇ କହିଛନ୍ତି ଯେ ରାଜନୈତିକ ଲଢ଼େଇ ସାମ୍ବିଧାନିକ ଅଦାଲତରେ ନୁହେଁ ବରଂ ନିର୍ବାଚନ ମଇଦାନରେ ଲଢ଼ିବାକୁ ପଡ଼ିବ … Continue reading Don’t make the court a medium for political fights: Supreme Court ।। କୋର୍ଟକୁ ରାଜନୈତିକ ଲଢ଼େଇର ମାଧ୍ୟମ କରନ୍ତୁ ନାହିଁ : ସୁପ୍ରିମ୍କୋର୍ଟ
Copy and paste this URL into your WordPress site to embed
Copy and paste this code into your site to embed