ଏଲ୍ ନିନୋ ପାଇଁ ଡ଼ରନ୍ତୁନି ; କୃଷି ପାଇଁ ଜରୁରୀକାଳୀନ ଯୋଜନାର ଚାଲିଛି ପ୍ରସ୍ତୁତି : ଶିବରାଜ ସିଂହ ଚୌହାନ || Don’t be afraid of El Nino; Preparations underway for emergency plan for agriculture: Shivraj Singh Chouhan

ପଶ୍ଚିମ ଏସିଆର ସଙ୍କଟ ଏବଂ ଏଲ୍ ନିନୋର ପ୍ରଭାବରୁ ସୃଷ୍ଟି ହୋଇଥିବା କୃଷି ପ୍ରତି ସମ୍ଭାବ୍ୟ ବିପର୍ଯ୍ୟୟ ଏବଂ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିର ବିପଦକୁ ଦୃଷ୍ଟିରେ ରଖି କୃଷି ମନ୍ତ୍ରଣାଳୟ ଚାଷୀମାନଙ୍କୁ ସହାୟତା ଯୋଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗୁରୁବାର କହିଛନ୍ତି ଯେ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ଏହାର ଚୂଡ଼ାନ୍ତ ପୂର୍ବାନୁମାନ ପ୍ରକାଶ କରି ନଥିଲେ ମଧ୍ୟ, ଏଲ୍ ନିନୋ ଯେପରି ଫସଲ ଉପରେ ପ୍ରତିକୂଳ ପ୍ରଭାବ ପକାଇ … Continue reading ଏଲ୍ ନିନୋ ପାଇଁ ଡ଼ରନ୍ତୁନି ; କୃଷି ପାଇଁ ଜରୁରୀକାଳୀନ ଯୋଜନାର ଚାଲିଛି ପ୍ରସ୍ତୁତି : ଶିବରାଜ ସିଂହ ଚୌହାନ || Don’t be afraid of El Nino; Preparations underway for emergency plan for agriculture: Shivraj Singh Chouhan