Donald Trump ।। ଅଡ଼ୁଆରେ ଡୋନାଲ୍ଡ ଟ୍ରମ୍ପ

ଇରାନ୍‌ର ସନ୍ଦେହାସ୍ପଦ ଆଣବିକ କାର୍ଯ୍ୟକ୍ରମକୁ ବନ୍ଦ କରିବା ନିମନ୍ତେ ଏବେ ତା’ ପଛରେ ପଡ଼ି ଯାଇଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ତାଙ୍କ ପରମ ମିତ୍ର ଭାବରେ ପରିଚିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବେଞ୍ଜାମିନ୍ ଓ ଇରାନ୍ ଉଭୟ ଉପରେ ଆକ୍ରମଣ ଚଳାଇଛନ୍ତି । ଏଣୁ ଟ୍ରମ୍ପଙ୍କ ମାନସିକତା ସମ୍ପ୍ରତି ଦୋଦୁଲ୍ୟମାନ ସ୍ଥିତିରେ । ଆଉ ଏକ କଥା ହେଉଛି ଏହା ସମସ୍ତଙ୍କୁ ଜଣା ଯେ ଆମେରିକାର ରାଷ୍ଟ୍ରପତି ପ୍ରାୟତଃ ବେଶୀ ସମୟ … Continue reading Donald Trump ।। ଅଡ଼ୁଆରେ ଡୋନାଲ୍ଡ ଟ୍ରମ୍ପ