କେବେ ଦେଖିନଥିବେ ରାଷ୍ଟ୍ରପତି-ରାଷ୍ଟ୍ରପତିଙ୍କ ମଧ୍ୟରେ କଳିର ଏଭଳି ଦୃଶ୍ୟ, ମୁଣ୍ଡରେ ହାତ ଦେଲେ ୟୁକ୍ରେନ ରାଷ୍ଟ୍ରଦୂତ

Donald Trump Zelenskyy Diplomatic Clash: ୟୁକ୍ରେନର ରାଷ୍ଟ୍ରପତି ଜେଲେନେସ୍କିଙ୍କୁ ବାଇଡେନ ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସହାୟତା ମିଳିଥିଲା । ଆମେରିକାର ସମର୍ଥନ ଯୋଗୁଁ ୟୁକ୍ରେନ ଗତ ତିନିବର୍ଷ ଧରି ଯୁଦ୍ଧରେ ରୁଷିଆ ବିରୋଧରେ ଲଢ଼େଇ ଜାରି ରଖିଛି। ତେବେ ଆମେରିକୀୟ ଟିକସଦାତାଙ୍କ ଟଙ୍କାକୁ ଏଭଳି ଭାବେ ନଷ୍ଟ କରାଯାଇପାରିବ ନାହିଁ ବୋଲି ଟ୍ରମ୍ପ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ହ୍ୱାଇଟ ହାଉସରେ ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନର ରାଷ୍ଟ୍ରପତି ଜେଲେନେସ୍କିଙ୍କ ମଧ୍ୟରେ ହୋଇଥିବା ବିତର୍କ ଜିଓ ପଲିଟିକ୍ସ(ଭୂ-ରାଜନୀତି)ରେ … Continue reading କେବେ ଦେଖିନଥିବେ ରାଷ୍ଟ୍ରପତି-ରାଷ୍ଟ୍ରପତିଙ୍କ ମଧ୍ୟରେ କଳିର ଏଭଳି ଦୃଶ୍ୟ, ମୁଣ୍ଡରେ ହାତ ଦେଲେ ୟୁକ୍ରେନ ରାଷ୍ଟ୍ରଦୂତ