Donald Trump Willing To Mediate Kashmir Dispute! ।। ଭାରତକୁ ଅଣଦେଖା କରି ପାକିସ୍ତାନ କଥାରେ କାଶ୍ମୀର ପାଇଁ ମଧ୍ୟସ୍ଥତା କରିବାକୁ ଇଚ୍ଛୁକ ଟ୍ରମ୍ପ!

ଦ୍ୱିପାକ୍ଷିକ କାଶ୍ମୀର ବିବାଦରେ ବାହ୍ୟ ହସ୍ତକ୍ଷେପକୁ ଭାରତ ବାରମ୍ବାର ପ୍ରତ୍ୟାଖ୍ୟାନ କରିବା ସତ୍ତ୍ୱେ, ଆମେରିକା ପୁଣି ଥରେ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଦାବିକୁ ଦୋହରାଇଛି। ଆମେରିକାର ବୈଦେଶିକ ମୁଖପାତ୍ର ଟାମି ବ୍ରୁସ୍ କହିଛନ୍ତି ଯେ, ଯଦି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରନ୍ତି, ତେବେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ମଙ୍ଗଳବାର ଏକ ନିୟମିତ ସାମ୍ବାଦିକ ସମ୍ମିଳନୀରେ, ସାମ୍ବାଦିକ ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବ ବିଷୟରେ ପଚାରିଥିଲେ। ଏହାର ଉତ୍ତରରେ, ଟାମି … Continue reading Donald Trump Willing To Mediate Kashmir Dispute! ।। ଭାରତକୁ ଅଣଦେଖା କରି ପାକିସ୍ତାନ କଥାରେ କାଶ୍ମୀର ପାଇଁ ମଧ୍ୟସ୍ଥତା କରିବାକୁ ଇଚ୍ଛୁକ ଟ୍ରମ୍ପ!