Donald Trump Demands G7 Countries Put Heavy Tariffs On India, China To Pressure Putin ।। ପୁଟିନଙ୍କ ମୁଣ୍ଡ ନୁଆଁଇବା ପାଇଁ ଭାରତ ପଛରେ ପଡିଛନ୍ତି ଟ୍ରମ୍ପ, ଜି-୭ ଦେଶମାନଙ୍କୁ ଭାରୀ ଶୁଳ୍କ ଲାଗୁ କରିବାକୁ ପକାଉଛନ୍ତି ଚାପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୁଦ୍ଧରେ ତାଙ୍କର ଶୁଳ୍କ ଯୁଦ୍ଧ ଶେଷ କରିବା ମୁଡ୍‌ରେ ନଥିବା ପରି ମନେ ହେଉଛି। ଏବେ ଟ୍ରମ୍ପ ପ୍ରଶାସନ ଭାରତ ଉପରେ ଭାରୀ ଶୁଳ୍କ ଲାଗୁ କରିବା ପାଇଁ ଜି-୭ ଦେଶମାନଙ୍କ ଉପରେ ଚାପ ପକାଉଛି। ରିପୋର୍ଟରେ କୁହାଯାଇଛି ଯେ ଟ୍ରମ୍ପ ପ୍ରଶାସନ ଋଷୀୟ ତୈଳ କିଣିବା ପାଇଁ ଭାରତ ଏବଂ ଚୀନ ଉପରେ ଭାରୀ ଶୁଳ୍କ ଲାଗୁ କରିବା ପାଇଁ ଜି-୭ ଦେଶମାନଙ୍କ ଉପରେ ଚାପ ପକାଇବ। ଏହାର … Continue reading Donald Trump Demands G7 Countries Put Heavy Tariffs On India, China To Pressure Putin ।। ପୁଟିନଙ୍କ ମୁଣ୍ଡ ନୁଆଁଇବା ପାଇଁ ଭାରତ ପଛରେ ପଡିଛନ୍ତି ଟ୍ରମ୍ପ, ଜି-୭ ଦେଶମାନଙ୍କୁ ଭାରୀ ଶୁଳ୍କ ଲାଗୁ କରିବାକୁ ପକାଉଛନ୍ତି ଚାପ