Donald Trump bows to China ।। ଚୀନ୍ ଆଗରେ ମୁଣ୍ଡ ନୁଆଁଇଲେ ଡୋନାଲ୍ଡ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଅକ୍ଟୋବର ୩୦ ତାରିଖରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବେ। ଦକ୍ଷିଣ କୋରିଆର ବୁସାନରେ ଦୁଇ ନେତାଙ୍କ ବହୁ ପ୍ରତୀକ୍ଷିତ ବୈଠକ ଅନୁଷ୍ଠିତ ହେଉଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ବୈଠକରେ ସେମାନେ ଚୀନ୍-ଆମେରିକା ସମ୍ପର୍କ ଏବଂ ସାଧାରଣ ଚିନ୍ତାର ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦକ୍ଷିଣ କୋରିଆରେ ଚୀନ୍ ନେତାଙ୍କ ସହ ଆଲୋଚନାକୁ ନେଇ ଆଶାବାଦୀ। ଟ୍ରମ୍ପ … Continue reading Donald Trump bows to China ।। ଚୀନ୍ ଆଗରେ ମୁଣ୍ଡ ନୁଆଁଇଲେ ଡୋନାଲ୍ଡ ଟ୍ରମ୍ପ
Copy and paste this URL into your WordPress site to embed
Copy and paste this code into your site to embed