ଟ୍ରମ୍ପ ଦେଲେ ଇଶାରା, ମୋଦୀଙ୍କ ସହ ଜାରି ରହିବ ବନ୍ଧୁତା

Donald Trump Announces Tariff: ପ୍ରଥମ ଶୁଳ୍କରେ ଭାରତକୁ ବାହାରେ ରଖି, ଟ୍ରମ୍ପ ପୁଣିଥରେ ତାଙ୍କ ପ୍ରାଥମିକତା କ’ଣ ସେ ବିଷୟରେ ବାର୍ତ୍ତା ଦେଇଛନ୍ତି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ବନ୍ଧୁତା ବଜାୟ ରଖିବେ ବୋଲି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ବନ୍ଧୁତା ବଜାୟ ରଖିବେ ବୋଲି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଟ୍ରମ୍ପଙ୍କ ଦ୍ୱାରା ଘୋଷଣା କରାଯାଇଥିବା ପ୍ରଥମ ଟାରିଫ(ଶୁଳ୍କ)ରେ ଭାରତର ନାମ … Continue reading ଟ୍ରମ୍ପ ଦେଲେ ଇଶାରା, ମୋଦୀଙ୍କ ସହ ଜାରି ରହିବ ବନ୍ଧୁତା