ପତି-ପତ୍ନୀଙ୍କ ମଧ୍ୟରେ ଘରୋଇ ହିଂସା ମାମଲାରେ ହ୍ରାସ ; ବାଲ୍ୟ ବିବାହର ଆସିଲା ପୁରା ରିପୋର୍ଟ || Domestic violence cases between husband and wife decrease; full report on child marriages out

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୬ (୨୦୨୩-୨୪) ପତି-ପତ୍ନୀଙ୍କ ମଧ୍ୟରେ ଘରୋଇ ହିଂସା ଏବଂ କମ୍ ବୟସରେ ହେଉଥିବା ବିବାହ ସମ୍ପର୍କରେ ବିଭିନ୍ନ ପରିସଂଖ୍ୟାନ ଉପସ୍ଥାପନ କରେ । ବାଲ୍ୟ ବିବାହରେ ହ୍ରାସ ସତ୍ତ୍ୱେ, ସର୍ଭେ ସୂଚିତ କରେ ଯେ ୨୦-୨୪ବର୍ଷ ବୟସର ୨୦.୧% ମହିଳା ,ଯେଉଁମାନେ ସର୍ଭେରେ ସାମିଲ ଥିଲେ ସେମାନେ ୧୮ବର୍ଷ ବୟସ ପୂର୍ବରୁ ବିବାହ କରିଥିଲେ । ଏହି ସଂଖ୍ୟା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ (୨୦୧୯-୨୧) ରେ ରେକର୍ଡ କରାଯାଇଥିବା ୨୩.୩% ତୁଳନାରେ … Continue reading ପତି-ପତ୍ନୀଙ୍କ ମଧ୍ୟରେ ଘରୋଇ ହିଂସା ମାମଲାରେ ହ୍ରାସ ; ବାଲ୍ୟ ବିବାହର ଆସିଲା ପୁରା ରିପୋର୍ଟ || Domestic violence cases between husband and wife decrease; full report on child marriages out