ଓଡ଼ିଶାରେ ଅଛନ୍ତି ୭୧୦ ଡଲଫିନ, ଶୀର୍ଷରେ ରହିଛି ରାଜନଗର

Dolphin: ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟର ଆକଳନ ଅନୁଯାୟୀ ରାଜ୍ୟରେ ୧୮୮ଟି ଇରାୱାଡି ଡଲଫିନ, ୪୯୮ଟି ହମ୍ପବ୍ୟାକ୍ ଡଲଫିନ, ୧୬ଟି ବୋତଲ ନାକ ଡଲଫିନ୍ ଓ ୮ଟି ସ୍ପିନର ଡଲଫିନ ରହିଛନ୍ତି। ରାଜ୍ୟ ବନ୍ୟପ୍ରାଣୀ ଶାଖା ପକ୍ଷରୁ ୨୦୨୪-୨୫ ବର୍ଷର ଡଲଫିନଙ୍କ ବାର୍ଷିକ ଜନସଂଖ୍ୟା ଆକଳନ ଅନୁଯାୟୀ ଓଡ଼ିଶାରେ ଡଲଫିନ୍ ଓ ସ୍ତନ୍ୟପାୟୀ ପ୍ରାଣୀଙ୍କ ସଂଖ୍ୟା ୭୧୦ ବୋଲି ଆକଳନ କରାଯାଇଛି। ଚଳିତ ବର୍ଷ ଜାନୁଆରି ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି … Continue reading ଓଡ଼ିଶାରେ ଅଛନ୍ତି ୭୧୦ ଡଲଫିନ, ଶୀର୍ଷରେ ରହିଛି ରାଜନଗର