Dog bites can result in a hefty fine! The dog lover will be held responsible. || କୁକୁର କାମୁଡିଲେ ହେବ ବଡ଼ ଜରିମାନା! ଦାୟୀ ହେବେ କୁକୁର ପ୍ରେମୀ

ବୁଲା କୁକୁର ପ୍ରସଙ୍ଗ ପୁଣି ଥରେ ଉଭା ହୋଇଛି। ବୁଲା କୁକୁର ଆକ୍ରମଣ ସହିତ ଜଡିତ ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଥିଲେ। ରାସ୍ତାରେ ବୁଲା କୁକୁର ଆକ୍ରମଣରେ ପିଲା ଏବଂ ବୃଦ୍ଧ ନାଗରିକଙ୍କ ମୃତ୍ୟୁ କିମ୍ବା ଆହତ ହେଲେ କାହାକୁ ଦାୟୀ କରାଯିବା ଉଚିତ ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏକ ୯ ବର୍ଷର ଶିଶୁର ମୃତ୍ୟୁକୁ ଉଲ୍ଲେଖ କରି ସୁପ୍ରିମକୋର୍ଟ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ କୁକୁର ପ୍ରେମୀ ସଂଗଠନଗୁଡ଼ିକ … Continue reading Dog bites can result in a hefty fine! The dog lover will be held responsible. || କୁକୁର କାମୁଡିଲେ ହେବ ବଡ଼ ଜରିମାନା! ଦାୟୀ ହେବେ କୁକୁର ପ୍ରେମୀ