Does the Department of Public Education properly work ? ।। ଗଣଶିକ୍ଷା ବିଭାଗର ମା ଓ ବାପ ଅଛନ୍ତି କି ?

ନିଘୋଟ ନିଦରେ ଶୋଇଛି ରାଜ୍ୟର ଗଣଶିକ୍ଷା ବିଭାଗ । ରାଜ୍ୟରେ କେଉଁଠି ସ୍କୁଲରେ ପିଲାଙ୍କ ଆଖିରେ ଫେବିକ୍ୱିକ ଲାଗିଲାଣିତ କେଉଁଠି ଛାତ୍ର ଜଣଙ୍କ ବାକ୍ସ ଭିତରେ ବନ୍ଦ ହୋଇ ଅଚେତ ହେବା ଖବର ଆସିଲାଣି । ଏହାକୁ ଦେଖିବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏଠି ଚାଲିଛି କଣ ?  ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜରଡା ସରକାରୀ ନୋଡାଲ ହାଇସ୍କୁଲରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଏକ ବାକ୍ସ ଭିତରେ ବନ୍ଦ କରାଯାଇଥିବା … Continue reading Does the Department of Public Education properly work ? ।। ଗଣଶିକ୍ଷା ବିଭାଗର ମା ଓ ବାପ ଅଛନ୍ତି କି ?