ବାରମ୍ବାର ଥଣ୍ଡା ହେଉଛି କି? ହୋଇପାରେ ରକ୍ତର ଅଭାବ

Deficiency of Blood: ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରରେ ହିମୋଗ୍ଲୋବିନ୍ ର ଏକ ନିର୍ଦ୍ଧିଷ୍ଟ ରେଞ୍ଜ ଥାଏ। ଏହାଠାରୁ କମ୍ ବା ଅଧିକ ହେଲେ ଆମ ଶରୀରରେ ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ଉଦାହରଣ ସ୍ୱରୂପ, ବାରମ୍ବାର ଥଣ୍ଡା ହେବା ଏହାର ଅନ୍ୟତମ ଲକ୍ଷଣ । ରକ୍ତର ଅଭାବ ହେଲେ ଶରୀରରେ ବିଭିନ୍ନ ଲକ୍ଷଣ ଦେଖାଦେଇଥାଏ। ଆପଣ ଦେଖିଥିବେ ଯେ କିଛି ଲୋକ ବାରମ୍ବାର ଥଣ୍ଡା ଅନୁଭବ କରନ୍ତି । ଏଭଳି ପରିସ୍ଥିତିରେ ଶରୀରରେ ହିମୋଗ୍ଲୋବିନର ଅଭାବକୁ ରୋକିବା … Continue reading ବାରମ୍ବାର ଥଣ୍ଡା ହେଉଛି କି? ହୋଇପାରେ ରକ୍ତର ଅଭାବ