Doctor Umar kept the secret formula locked in the suitcase || ଗୁପ୍ତ ସୂତ୍ର ସୁଟକେସରେ ବନ୍ଦ କରି ରଖିଥିଲେ ଡକ୍ଟର ଉମର

ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ନଭେମ୍ବର ୧୦ ତାରିଖରେ ଦିଲ୍ଲୀରେ ହୋଇଥିବା ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ବିସ୍ଫୋରଣର ତଦନ୍ତ କରୁଛି। ଏନଆଇଏ ଏହି ମାମଲାରେ ଏପର୍ଯ୍ୟନ୍ତ ଛଅ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜମ୍ମୁ-କାଶ୍ମୀରର ପୁଲୱାମା ନିବାସୀ ଡାକ୍ତର ମୁଜାମ୍ମିଲ ଶକିଲ ଗଣାଇ ଏବଂ ଉତ୍ତର ପ୍ରଦେଶର ଲକ୍ଷ୍ନୌ ନିବାସୀ ଡାକ୍ତର ଶାହିନ ସଇଦ ଅନ୍ତର୍ଭୁକ୍ତ। ପଚରାଉଚରା ସମୟରେ ଡାକ୍ତର ମୁଜାମ୍ମିଲ ଏବଂ ଡାକ୍ତର ଶାହିନ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେମାନେ ପ୍ରକାଶ କରିଛନ୍ତି … Continue reading Doctor Umar kept the secret formula locked in the suitcase || ଗୁପ୍ତ ସୂତ୍ର ସୁଟକେସରେ ବନ୍ଦ କରି ରଖିଥିଲେ ଡକ୍ଟର ଉମର