ଚିକିତ୍ସାଳୟରେ ରୋଗୀଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ପରିବାର ଲୋକେ
ଆପଣମାନେ ଜାଣିଥିବେ ସମସ୍ତଙ୍କ ପାଇଁ ଡାକ୍ତର ହେଉଛନ୍ତି ଭଗବାନଙ୍କ ରୂପ । କିନ୍ତୁ ଯଦି ଡାକ୍ତରମାନେ ଏଭଳି କାଣ୍ଡ ରଚାଇବେ ତେବେ କାହା ଉପରେ ବା ଭରଷା କରିବେ ଲୋକେ । ଡାକ୍ତର ଜୀବନ ବଞ୍ଚାଇବା ସ୍ଥାନରେ ରୋଗୀଙ୍କୁ କରିଛନ୍ତି ଦୁର୍ବ୍ୟବହାର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ । ଯାହାପରେ ଚିକିତ୍ସାଳୟ ଗେଟ୍ ସମ୍ମୁଖରେ ରୋଗୀଙ୍କ ସହ ପରିବାର ଲୋକେ ଧାରଣା ଦେଇଥିଲେ । ଦୀର୍ଘ ପାଞ୍ଚ ଦିନ ହେଲା … Continue reading ଚିକିତ୍ସାଳୟରେ ରୋଗୀଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ପରିବାର ଲୋକେ
Copy and paste this URL into your WordPress site to embed
Copy and paste this code into your site to embed