ଆପଣ ଜାଣନ୍ତି କି, କେତେ ତୀବ୍ରତାରେ ଭୂମିକମ୍ପ ହେଲେ କୋଠା ଭୁଶୁଡ଼ି ପଡ଼େ?

Earthquake: ଭୂମିକମ୍ପ ପ୍ରାକୃତିକ କାରଣରୁ ଆସିଥାଏ । କିନ୍ତୁ ବେଳେବେଳେ ପ୍ରବଳ ଭୂମିକମ୍ପ ଯୋଗୁଁ ଧନଜୀବନ ହାନି ହୋଇଥାଏ। ଆପଣ ଜାଣନ୍ତି କି କେତେ ତୀବ୍ରତାରେ ଭୂମିକମ୍ପ ହେଲେ କୋଠା ଭୁଶୁଡ଼ି ପଡ଼େ? ବିଶ୍ୱର ବିଭିନ୍ନ ଦେଶରେ ପ୍ରାୟ ପ୍ରତିବର୍ଷ ଭୂମିକମ୍ପ ହୁଏ । ଭୂମିକମ୍ପର ତୀବ୍ର ଝଟକା ଯୋଗୁଁ ବଡ଼ ବଡ଼ କୋଠା ମଧ୍ୟ ଭୁଶୁଡ଼ି ପଡ଼ିଛି। ଜାପାନ ସବୁଠାରୁ ଅଧିକ ଭୂମିକମ୍ପ ହୋଇଥିବା ଦେଶ ମାନଙ୍କ ମଧ୍ୟରୁ ଅନ୍ୟତମ । ଜାପାନରେ ଭୂମିକମ୍ପ ପଛରେ … Continue reading ଆପଣ ଜାଣନ୍ତି କି, କେତେ ତୀବ୍ରତାରେ ଭୂମିକମ୍ପ ହେଲେ କୋଠା ଭୁଶୁଡ଼ି ପଡ଼େ?