ଅଫିସ୍ ଡେସ୍କରେ ରଖନ୍ତୁ ନାହିଁ ଏହି ଜିନିଷ, ଅଟକିଯାଇ ପାରେ ଉନ୍ନତି

Vastu Tips: ଅନେକ ସମୟରେ ଆମେ ଜାଣି ବା ନଜାଣି ଆମର କାର୍ଯ୍ୟାଳୟ ଟେବୁଲକୁ ସଜେଇବା ପାଇଁ କିଛି ଏଭଳି ଜିନିଷ ରଖିଦେଇଥାଉ ଯାହା ବାସ୍ତୁ ହିସାବରେ ଶୁଭ ହୋଇ ନଥାଏ । ଏଥିରୁ ଉନ୍ନତି ବନ୍ଦ ହେବାର ସମ୍ଭାବନା ରହିଛି। ଜାଣନ୍ତୁ କେଉଁ ସମସ୍ତ ବସ୍ତୁଗୁଡିକୁ କାର୍ଯ୍ୟାଳୟ ଟେବୁଲରେ ରଖିବା ଉଚିତ ନୁହେଁ । କାର୍ଯ୍ୟାଳୟର ଟେବୁଲରେ କେବେ ବି ଆଲୋଭେରା, ତୁଳସୀ, ବାଉଁସ ଭଳି ଗଛ ରଖିବା ଉଚିତ ନୁହେଁ। ତୁଳସୀ ଏକ ପୂଜନୀୟ … Continue reading ଅଫିସ୍ ଡେସ୍କରେ ରଖନ୍ତୁ ନାହିଁ ଏହି ଜିନିଷ, ଅଟକିଯାଇ ପାରେ ଉନ୍ନତି