ବିଜେଡି ବିଧାୟକଙ୍କର ସ୍ୱାଭିମାନ ଅଛି କି? || Do BJD MLAs have self-respect?

ଓଡ଼ିଶା ରାଜନୀତିରେ ‘ବିଜୁ ଜନତା ଦଳ’ (ବିଜେଡି) ଏକ ଆଞ୍ଚଳିକ ଶକ୍ତି ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ ହେଁ, ଦଳ ଭିତରେ ଗଣତନ୍ତ୍ର ଓ ନେତାଙ୍କ ସ୍ୱାଭିମାନକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାମ୍ପ୍ରତିକ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଏହି ସନ୍ଦେହକୁ ଆହୁରି ଦୃଢ଼ କରିଛି। ରାଜନୈତିକ ମହଲରେ ଏବେ ଏକ ଚର୍ଚ୍ଚା ଜୋର୍ ଧରିଛି- “ବିଜେଡି ବିଧାୟକଙ୍କର ସ୍ୱାଭିମାନ ଅଛି କି?” କିଛି ସମାଲୋଚକ ତ ଏହାକୁ ନବୀନ … Continue reading ବିଜେଡି ବିଧାୟକଙ୍କର ସ୍ୱାଭିମାନ ଅଛି କି? || Do BJD MLAs have self-respect?