DK Shivakumar Sings RSS Anthem In Karnataka Assembly ।। ଡି କେ ଶିବକୁମାରଙ୍କ ଆରଏସଏସ ପ୍ରେମ

ଗତ ଗୁରୁବାର ଦିନର ଘଟଣା। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବିଧାନସଭା ଭିତରେ ଆରଏସଏସ ପ୍ରାର୍ଥନାର ଦୁଇଟି ଧାଡ଼ି ‘ନମସ୍ତେ ସଦା ବତ୍ସଲେ ମାତୃଭୂମେ’ ଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହା ସେତେବେଳେ ଘଟିଥିଲା ଯେତେବେଳେ ବିଧାନସଭାରେ ବିଜେପି ବିଧାୟକ ଆର ଅଶୋକ ଶିବକୁମାରଙ୍କ ଆଡ଼କୁ ଇଙ୍ଗିତ କରି ଆରସିଏ ଦଳାଚକଟା ପାଇଁ କର୍ଣ୍ଣାଟକ ସରକାର ଦାୟୀ ହେବା ଉଚିତ ବୋଲି ଜୋର ଦେଇଥିଲେ। ଏହା ଉପରେ ଉପମୁଖ୍ୟମନ୍ତ୍ରୀ ଶିବକୁମାର କହିଥିଲେ ଯେ ସେ ବିଜେପିର ଚାଲ … Continue reading DK Shivakumar Sings RSS Anthem In Karnataka Assembly ।। ଡି କେ ଶିବକୁମାରଙ୍କ ଆରଏସଏସ ପ୍ରେମ