ଜିଲ୍ଲା ୟୁନିଟ୍ ଦଳୀୟ ସଂଗଠନର କେନ୍ଦ୍ରବିନ୍ଦୁ ହେବ: ଜୟରାମ

Congress Meet: ମାର୍ଚ୍ଚ ୨୭, ୨୮ ଓ ଏପ୍ରିଲ ୩ ତାରିଖରେ ହେବାକୁ ଥିବା କଂଗ୍ରେସ ଚିନ୍ତନ ବୈଠକରେ ଦଳର ଜିଲ୍ଲା ୟୁନିଟ୍‍ଗୁଡ଼ିକୁ କିପରି ସଂଗଠନର କେନ୍ଦ୍ରକୁ ଅଣାଯାଇପାରିବ ସେ ନେଇ ଆଲୋଚନା ହେବ। ଅହମ୍ମଦାବାଦରେ ଏପ୍ରିଲ ୮ ଓ ୯ ତାରିଖରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଅଧିବେଶନ ପୂର୍ବରୁ କଂଗ୍ରେସ ତିନିଦିନ ଧରି ଦେଶର ବିଭିନ୍ନ ଜିଲ୍ଲା କଂଗ୍ରେସ କମିଟିର ବୈଠକ କରିବ। ୧୫ ବର୍ଷ ପରେ ହେବାକୁ ଥିବା ଏହି ସମ୍ମିଳନୀରେ ଜିଲ୍ଲା … Continue reading ଜିଲ୍ଲା ୟୁନିଟ୍ ଦଳୀୟ ସଂଗଠନର କେନ୍ଦ୍ରବିନ୍ଦୁ ହେବ: ଜୟରାମ