ଭୟରେ ଜିଲ୍ଲାପାଳ: ଖର୍ଚ୍ଚ ହୋଇପାରୁନାହିଁ ଡିଏମ୍ଏଫ୍ ପାଣ୍ଠି
ବିଜୁ ଜନତା ଦଳର ସରକାର ସମୟରେ ଯେପରି କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳମାନେ ମନଇଛା ଜିଲ୍ଲା ଖଣିଜ ଫ।ଉଣ୍ଡେସନ (ଡିଏମ୍ଏଫ୍) ପାଣ୍ଠିର ଅପବ୍ୟବହାର କରି ବିବାଦ ଭିତରକୁ ଆସିଛନ୍ତି। ତାହାକୁ ନେଇ ଏବେ କଡ଼ା ସମାଲୋଚନା ହେବା ସହିତ ଭାଜପା ସରକାର ତଦନ୍ତ କରିବେ ବୋଲି କୁହାଯାଉଛି। ତେଣୁ ଖଣି ଅଞ୍ଚଳର ଜିଲ୍ଲାପାଳମାନେ ଡିଏମ୍ଏଫ୍ ପାଣ୍ଠିରେ ହାତ ମାରିବାକୁ ଭୟ କରୁଛନ୍ତି। ଫଳରେ ଖଣି ଅଞ୍ଚଳରୁ ଆଦାୟ ହୋଇଥିବା ଡିଏମ୍ଏଫ୍ ପାଣ୍ଠିରୁ ୫୯ ପ୍ରତିଶତ ଖର୍ଚ୍ଚ … Continue reading ଭୟରେ ଜିଲ୍ଲାପାଳ: ଖର୍ଚ୍ଚ ହୋଇପାରୁନାହିଁ ଡିଏମ୍ଏଫ୍ ପାଣ୍ଠି
Copy and paste this URL into your WordPress site to embed
Copy and paste this code into your site to embed