Discussion about Rakul Preet in Ramayan ।। ରାମାୟଣରେ ରାକୁଲ ପ୍ରୀତଙ୍କୁ ନେଇ ଚର୍ଚ୍ଚା

ନିତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ନେଇ ଚର୍ଚ୍ଚା ଚାଲିଛି । ଏହି ଫିଲ୍ମର କାଷ୍ଟକୁ ନେଇ ନୂଆ ଖବରମାନ ଏବେ ଆସୁଛି । ଏହି ପରିପ୍ରେକ୍ଷୀରେ ରାମାଣୟଣ ଫିଲ୍ମକୁ ନେଇ ଆଉ ଏକ ଅପଡେଟ୍ ଆସିଛି । ତାହା ହେଉଛି ଫିଲ୍ମରେ ସୂର୍ପଣଖା ଭୂମିକାରେ ରାକୁଲ ପ୍ରୀତ ସିଂହଙ୍କୁ କାଷ୍ଟ କରାଯାଇଛି । ସେହି ଭୂମିକା ଲାଗି ପ୍ରଥମେ କୁର୍ବା ସାଇତ ଏହି ଫିଲ୍ମରେ ସ୍କ୍ରିନ୍ ଟେଷ୍ଟ ଦେଇଥିଲେ । ହେଲେ କୌଣସି କାରଣବଶତଃ ତାଙ୍କୁ ରିଜେକ୍ଟ … Continue reading Discussion about Rakul Preet in Ramayan ।। ରାମାୟଣରେ ରାକୁଲ ପ୍ରୀତଙ୍କୁ ନେଇ ଚର୍ଚ୍ଚା