ଓଡ଼ିଶାରେ ୨୧୦୦ କୋଟି ଟଙ୍କାର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଖର୍ଚ୍ଚ ହୋଇନାହିଁ

Disaster mitigation funds: ନିୟମିତଭାବେ ବାତ୍ୟା, ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହେଉଥିବା ଓଡ଼ିଶାକୁ ସକ୍ରିୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ବ୍ୟବସ୍ଥାର ଆବଶ୍ୟକତା ରହିଛି। ପ୍ରଶାସନିକ ଅପାରଗତା ହେଉ ଅବା ଅବହେଳା, ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ରାଜ୍ୟରେ ବିପର୍ଯ୍ୟୟ ପ୍ରଶମନ ଓ ପ୍ରତିକ୍ରିୟା କାର୍ଯ୍ୟ ପାଇଁ ଆବଣ୍ଟିତ ୨୧୦୦ କୋଟିରୁ ଅଧିକ ଟଙ୍କା ଓଡ଼ିଶା ସରକାର ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷ ଶେଷ ସୁଦ୍ଧା … Continue reading ଓଡ଼ିଶାରେ ୨୧୦୦ କୋଟି ଟଙ୍କାର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଖର୍ଚ୍ଚ ହୋଇନାହିଁ