ଯଦି ଆପଣ ରାତି ସାରା କେଶରେ ତେଲ ଲଗାଇ ଶୋଇଥାନ୍ତି, ତେବେ ଜାଣନ୍ତୁ ଏହାର କ୍ଷତି ବିଷୟରେ

Oiling Hair Overnight: ରାତିସାରା କେଶରେ ତେଲ ରଖିବା କିଛି ନୂଆ କଥା ନୁହେଁ। ଅନେକ ଲୋକ ଏପରି କରନ୍ତି, ବିଶେଷ କରି ମହିଳାମାନଙ୍କର ରାତିରେ କେଶରେ ତେଲ ଲଗାଇ ସକାଳେ ଧୋଇବା ଅଭ୍ୟାସ ଥାଏ । ତେବେ ଏପରି କରିବାରେ କିଛି ଅସୁବିଧା ହୋଇପାରେ । ବାସ୍ତବରେ କେଶରେ ତେଲ ରାତିସାରା ରଖିବା କେଶରେ ସମସ୍ୟା ସୃଷ୍ଟି କରିଥାଏ । ଏହା କେବଳ କେଶକୁ କ୍ଷତି ପହଞ୍ଚାଇନଥାଏ ବରଂ ମୁହଁ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ … Continue reading ଯଦି ଆପଣ ରାତି ସାରା କେଶରେ ତେଲ ଲଗାଇ ଶୋଇଥାନ୍ତି, ତେବେ ଜାଣନ୍ତୁ ଏହାର କ୍ଷତି ବିଷୟରେ