ଟ୍ରମ୍ପଙ୍କ ‘ଡାର୍ଟି ୧୫’ରେ ଭାରତ: ଟ୍ରମ୍ପଙ୍କ ଶୁଳ୍କରେ କେଉଁ ଦେଶ ଅଧିକ କ୍ଷତିଗ୍ରସ୍ତ ହେବେ?

Trump’s tariffs: ଟ୍ରମ୍ପ ପ୍ରଶାସନ ଦାବି କରିଛି ଯେ ବର୍ତ୍ତମାନର ବାଣିଜ୍ୟ ନିୟମ ଆମେରିକାର ଖର୍ଚ୍ଚରେ ଅନ୍ୟ ଦେଶକୁ ଅନୁକୂଳ ଏବଂ ନୂତନ ଶୁଳ୍କ ଚିନ୍ତାର ବିଷୟ ଭାବରେ ଦେଖାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨ତାରିଖରୁ ନୂଆ ଶୁଳ୍କ ଲାଗୁ କରିବାକୁ ଯାଉଛନ୍ତି, ଯାହାକୁ ସେ ଆମେରିକା ପାଇଁ ‘ମୁକ୍ତି ଦିବସ’ ବୋଲି କହିଛନ୍ତି। ଏହି ଶୁଳ୍କ ସେହି ଦେଶଗୁଡ଼ିକୁ ଟାର୍ଗେଟ କରିବ ଯେଉଁମାନେ ଆମେରିକୀୟ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲାଗୁ … Continue reading ଟ୍ରମ୍ପଙ୍କ ‘ଡାର୍ଟି ୧୫’ରେ ଭାରତ: ଟ୍ରମ୍ପଙ୍କ ଶୁଳ୍କରେ କେଉଁ ଦେଶ ଅଧିକ କ୍ଷତିଗ୍ରସ୍ତ ହେବେ?