ଜୁନରୁ ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ିବ ବିମାନ

Odisha: ଫଳରେ ବିଶ୍ୱ ସଂଯୋଗକୁ ସୁଦୃଢ କରିବ ଓଡ଼ିଶା ଚଳିତ ବର୍ଷ ଜୁନ୍ ମାସରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ) ରୁ ଆବୁଧାବିକୁ ସିଧାସଳଖ ବିମାନ ଚଳାଚଳ କରିବ, ଯାହା ଓଡ଼ିଶାର ବିଶ୍ୱ ସଂଯୋଗକୁ ସୁଦୃଢ଼ କରିବ। ଏହା ସହିତ ଭୁବନେଶ୍ୱରରୁ ଏବେ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ ଓ ଆବୁଧାବି ଭଳି ୪ଟି ଗନ୍ତବ୍ୟସ୍ଥଳକୁ ସିଧାସଳଖ ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବ। ୨୦୨୩ ମେ’ ମାସରେ ଆରମ୍ଭ ହେବା ପରଠାରୁ ଭୁବନେଶ୍ୱର-ଦୁବାଇ ରୁଟ୍ ରେ … Continue reading ଜୁନରୁ ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ିବ ବିମାନ