Direct Flight From Bhubaneswar To Abu Dhabi Starting Tomorrow।। କାଲିଠୁ ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍

ଆସନ୍ତା କାଲିଠୁ ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍। ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିକୁ ଭୁବନେଶ୍ୱରରୁ ସିଧାସଳକ ବିମାନ ଯାତ୍ରା କରିବାର ସୁବିଧା ପାଇବେ ଯାତ୍ରୀ । ବିମାନ ପରିବହନ ସମ୍ପତ୍ତି ଏବଂ ନେଟୱାର୍କର ନିର୍ମାଣ ପରିଚାଳନା (B-MAAN) ପଦକ୍ଷେପ ଅଧୀନରେ ଭୁବନେଶ୍ୱର ଏବଂ ଆବୁଧାବି ମଧ୍ୟରେ ସିଧାସଳଖ ବିମାନ ସେବା ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଭଳି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଜଣାପଡିଛି। ଭୁବନେଶ୍ବରରୁ ଆବୁଧାବିକୁ ବିମାନ ଉଡ଼ିବା ଦ୍ବାରା ଓଡ଼ିଶା … Continue reading Direct Flight From Bhubaneswar To Abu Dhabi Starting Tomorrow।। କାଲିଠୁ ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍