ଦିପାଳୀ ଓ ବିଶାଲ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେ

Crime Branch: ସରକାର ପରିବର୍ତ୍ତନ ହେବା ସହ ଦୀପାଳି ଆଉ କ୍ଷମତାରେ ନାହାନ୍ତି। ଏକ ଘରୋଇ ଟିଭି ଚ୍ୟାନେଲକୁ ଇଣ୍ଟରଭ୍ୟୁ ଦେଇ ଉଭୟେ ବିଶାଲ ଏବଂ ଝିଅ ଦୀପାଳି କ୍ରାଇମ ବ୍ରାଞ୍ଚ ତଦନ୍ତ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ସେ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କରି ଶୋଇପଡ଼ିଥିବା ରାଜ୍ୟ କ୍ରାଇମବ୍ରାଞ୍ଚ ପୁଣି ସତେଜ ହୋଇପଡ଼ିଛି। ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ … Continue reading ଦିପାଳୀ ଓ ବିଶାଲ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେ