Digvijay took refuge in Modar! ।। ମୋଦରଙ୍କ ଶରଣକୁ ଗଲେ ଦିଗ୍‍ବିଜୟ!

ରାଜନୀତିରେ କୌଣସି ଶବ୍ଦ ବା ଫଟୋ ଅକାରଣରେ ବ୍ୟବହାର ହୁଏନାହିଁ, ବିଶେଷ କରି ଯେତେବେଳେ ସେହି ବ୍ୟକ୍ତିଜଣକ ଦିଗବିଜୟ ସିଂହଙ୍କ ଭଳି ଜଣେ ଚାଣକ୍ୟ ନେତା ହୋଇଥାନ୍ତି। ନିକଟରେ ଦିଗବିଜୟ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପୁରୁଣା ଫଟୋ ସେୟାର କରି ବିଜେପି ଓ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରିବା, କେବଳ ଏକ ଫଟୋ ପୋଷ୍ଟ ନୁହେଁ, ବରଂ କଂଗ୍ରେସର ଆଭ୍ୟନ୍ତରୀଣ ସ୍ଥିତି ଉପରେ ଏକ ବଡ଼ କଟାକ୍ଷ ବୋଲି ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ … Continue reading Digvijay took refuge in Modar! ।। ମୋଦରଙ୍କ ଶରଣକୁ ଗଲେ ଦିଗ୍‍ବିଜୟ!