ଦେଶରେ ବଢ଼ୁଛି ଡିଜିଟାଲ ଅର୍ଥନୀତି

ଗତ ଏକ ଦଶନ୍ଧି ମଧ୍ୟରେ ଭାରତୀୟ ଅର୍ଥନୀତି ଉଲ୍ଲେଖନୀୟ ଗତିରେ ଡିଜିଟାଲକରଣ ହେଉଛି। ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ଏବଂ ନିରନ୍ତର ବିକାଶରେ ଡିଜିଟାଲ ଅର୍ଥନୀତିର ଭୂମିକାକୁ ନିର୍ଦ୍ଧାରଣ କରିବା ଏବଂ ବୁଝିବା ଉଭୟ ନୀତି ନିର୍ଦ୍ଧାରଣକାରୀ ଏବଂ ଘରୋଇ କ୍ଷେତ୍ର ପାଇଁ ଜରୁରୀ ହୋଇପଡ଼ିଛି। ଷ୍ଟେଟ୍ ଅଫ୍ ଇଣ୍ଡିଆର ଡିଜିଟାଲ ଇକୋନୋମି ରିପୋର୍ଟ ୨୦୨୪ ଅନୁଯାୟୀ, ଅର୍ଥନୀତିବ୍ୟାପୀ ଡିଜିଟାଲାଇଜେସନ୍ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଡିଜିଟାଲାଇଜ୍‍ଡ ଦେଶ ଏବଂ ବ୍ୟକ୍ତିଗତ ଉପଭୋକ୍ତାଙ୍କ ଡିଜିଟାଇଜେସନ୍ ସ୍ତରରେ ଜି-୨୦ … Continue reading ଦେଶରେ ବଢ଼ୁଛି ଡିଜିଟାଲ ଅର୍ଥନୀତି