ଦିଇଟା ଦିନରେ ପିଲାଙ୍କ ବହି କଥା ଭୁଲିଗଲେ? || Did you forget about the children’s books in two days?

ପାଠ୍ୟପୁସ୍ତକ ବିବାଦ: ପିଲାଙ୍କ ଭବିଷ୍ୟତ ନା ରାଜନୈତିକ ପ୍ରାଥମିକତା? ବିରୋଧୀଙ୍କ ଭୂମିକାକୁ ନେଇ ଉଠୁଛି ପ୍ରଶ୍ନ ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଧରାପଡ଼ିଥିବା ବିଭିନ୍ନ ତ୍ରୁଟିକୁ ନେଇ ଗତ କିଛି ସପ୍ତାହ ଧରି ଚର୍ଚ୍ଚା ଚାଲିଥିଲା। ତେବେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟର ପ୍ରମୁଖ ବିରୋଧୀ ଦଳମାନଙ୍କ ଭୂମିକା ଏବେ ପ୍ରଶ୍ନର ସମ୍ମୁଖୀନ ହୋଇଛି। ବିଭିନ୍ନ ମହଳରେ ଚର୍ଚ୍ଚା ହେଉଛି ଯେ, ଏତେ ଗୁରୁତର ବିଷୟ ହୋଇଥିଲେ ମଧ୍ୟ ଏହାକୁ ନେଇ ଦୀର୍ଘକାଳୀନ ରାଜନୈତିକ … Continue reading ଦିଇଟା ଦିନରେ ପିଲାଙ୍କ ବହି କଥା ଭୁଲିଗଲେ? || Did you forget about the children’s books in two days?