ସଂବିଧାନ ବାହାରେ ମିଳିଥିବା ସ୍ୱତନ୍ତ୍ର ଅଧିକାରକୁ ଛଡ଼ାଇ ନେଲେ କି ସରକାର? || Did the government take away special rights granted outside the constitution?

ବର୍ତ୍ତମାନ ଦେଶରେ ଅନେକ ରାଜନୈତିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଚାଲିଛି। ଦଳ ଭାଙ୍ଗୁଛି, ବିଧାୟକ ଓ ସାଂସଦମାନେ ଏପଟ ସେପଟ ହେଉଛନ୍ତି, କେଉଁଠି ନୂଆ ସରକାର ଗଠନ ହେଉଛି ତ କେଉଁଠି ଜନାଦେଶ ବଦଳୁଛି। କିନ୍ତୁ ଏ ସବୁ ଭିତରେ ଦେଶରେ ଏମିତି ଏକ ବଡ଼ ପରିବର୍ତ୍ତନ ଚାଲିଛି, ଯାହା ଉପରେ ସାଧାରଣତଃ କେହି ଖୋଲାଖୋଲି ଆଲୋଚନା କରୁନାହାନ୍ତି। ବିଶେଷ କରି ସେହି ରାଜ୍ୟଗୁଡ଼ିକରେ, ଯେଉଁଠି ଭାରତୀୟ ଜନତା ପାର୍ଟି ବା ବିଜେପି ଶାସନରେ ରହିଛି। ୧୯୪୭ … Continue reading ସଂବିଧାନ ବାହାରେ ମିଳିଥିବା ସ୍ୱତନ୍ତ୍ର ଅଧିକାରକୁ ଛଡ଼ାଇ ନେଲେ କି ସରକାର? || Did the government take away special rights granted outside the constitution?