Did Rahul Gandhi set the country on fire? II ଦେଶରେ ନିଆଁ ଲଗାଇ ଦେଲେ କି ରାହୁଲ ଗାନ୍ଧି?

ଓଡ଼ିଆରେ ଗୋଟିଏ କଥା ଅଛି ଛେଳି କ’ଣ ନ ଖାଏ, ପାଗଳ କ’ଣ ନ କୁହେ। ସମାନ ଅବସ୍ଥା ଏବେ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ କ୍ଷେତ୍ରରେ ଏବେ ଦେଖିବାକୁ ମିଳୁଛି। ଗତକାଲି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ଓ ଫରିଦାବାଦରୁ ଜବତ ହୋଇଥିବା ରାସାୟନିକ ସାମଗ୍ରୀ ରାହୁଲଙ୍କ ଭାଷଣକୁ ଏବେ ସତ୍ୟରେ ପରିଣତ କରିଛି। ଆଲୋଚନା ଆରମ୍ଭ କରିବା ପୂର୍ବରୁ ଗତ ୨୦୨୪ … Continue reading Did Rahul Gandhi set the country on fire? II ଦେଶରେ ନିଆଁ ଲଗାଇ ଦେଲେ କି ରାହୁଲ ଗାନ୍ଧି?