ଇଣ୍ଡି ମେଣ୍ଟକୁ ଭାଙ୍ଗିଦେଲେ ରାହୁଲ? || Did Rahul break the Indi covenant?

ତାରିଖ ଥିଲା ୧୭ ଜୁଲାଇ ୨୦୨୩। ଦେଶର ରାଜନୀତିରେ ସେହି ଦିନଟିକୁ “ଐତିହାସିକ” ବୋଲି ପରିଚୟ ଦିଆଯାଇଥିଲା। ଦୀର୍ଘଦିନ ଧରି ଛିଣ୍ଡିଯାଇଥିବା, ପରସ୍ପର ସନ୍ଦେହରେ ଥିବା ବିରୋଧୀ ଦଳମାନେ ଗୋଟିଏ ମଞ୍ଚରେ ଆସି ଘୋଷଣା କରିଥିଲେ—ସେମାନେ ଏବେ ଏକ ସାଧାରଣ ଶତ୍ରୁଙ୍କ ବିରୋଧରେ ଏକତ୍ରିତ ହେବେ। ସେହି ମଞ୍ଚର ନାମ ଦିଆଗଲା—ଇଣ୍ଡିଆ ମେଣ୍ଟ । ନାମଟିରେ ଥିଲା ଏକ ପ୍ରତୀକାତ୍ମକ ରାଜନୀତି—ଶାସକ ଦଳର “ରାଷ୍ଟ୍ରବାଦ” ନାରାକୁ ଚ୍ୟାଲେଞ୍ଜ କରି “ଇଣ୍ଡିଆ”କୁ ବିରୋଧର ପରିଚୟ କରିବାର ଚେଷ୍ଟା। ସେତେବେଳେ … Continue reading ଇଣ୍ଡି ମେଣ୍ଟକୁ ଭାଙ୍ଗିଦେଲେ ରାହୁଲ? || Did Rahul break the Indi covenant?