Did Modi say something like that to Trump on the phone that the relationship has deteriorated? ।। ଟ୍ରମ୍ପଙ୍କୁ ଫୋନରେ ମୋଦି ସଫାସଫା କ’ଣ ଏମିତି କହିଲେ ଯେ,ସମ୍ପର୍କ ହୋଇଗଲା ଖରାପ?

ଗୋଟିଏ ଫୋନ୍ କଲରୁ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଥିଲା । ଟ୍ରମ୍ପଙ୍କ ଗୋଟିଏ ପ୍ରସ୍ତାବ ମୋଦିଙ୍କ ମୁଡ୍ ଅଫ୍ କରିଥିଲା । ଫୋନରେ ସେ ସଫାସଫା ଟ୍ରମ୍ପଙ୍କୁ ଭାରତ ସେମିତି କିଛି କରିବ ନାହିଁ ବୋଲି କହିଥିଲେ । ଏହା ସହିତ ଭାରତ-ପାକିସ୍ତାନ ଯୁଦ୍ଧବିରତୀରେ ଆମେରିକାର କୌଣସି ଭୂମିକା କେବେ ମଧ୍ୟ ନଥିଲା ବୋଲି ମୋଦି ଟ୍ରମ୍ପଙ୍କୁ ଶୁଣାଇ ଦେଇଥିଲେ । ଏହି ଫୋନ୍ କଲ ପରେ ଟ୍ରମ୍ପ ଖପା ହୋଇ ଭାରତ … Continue reading Did Modi say something like that to Trump on the phone that the relationship has deteriorated? ।। ଟ୍ରମ୍ପଙ୍କୁ ଫୋନରେ ମୋଦି ସଫାସଫା କ’ଣ ଏମିତି କହିଲେ ଯେ,ସମ୍ପର୍କ ହୋଇଗଲା ଖରାପ?