ଆମେରିକା-ଇସ୍ରାଏଲ୍‌କୁ ଚକମା ଦେଲା ଇରାନ? || Did Iran trick America and Israel?

ଗତ କିଛିଦିନ ହେବ ସାରାବିଶ୍ୱର ନଜର ରହିଛି ମଧ୍ୟପ୍ରାଚ୍ୟ ଉପରେ। ସମସ୍ତେ ଭାବୁଥିଲେ ଇରାନ ଶେଷ ହୋଇଗଲା। ସମସ୍ତେ ଭାବୁଥିଲେ ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣରେ ଇରାନର ମେରୁଦଣ୍ଡ ଭାଙ୍ଗି ଯାଇଛି। ବିଶେଷ କରି ଯେତେବେଳେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଏବଂ ତାଙ୍କର ଟପ୍ କମାଣ୍ଡରମାନଙ୍କ ମୃତ୍ୟୁ ଖବର ଆସିଲା, ସେତେବେଳେ ପାଶ୍ଚାତ୍ୟ ଗଣମାଧ୍ୟମ ଚିତ୍କାର କରି କହିଥିଲା – “ଇଟ୍ସ ଏ ଚେକ୍‌ମେଟ୍!” ଅର୍ଥାତ୍ ଖେଳ ଶେଷ। କିନ୍ତୁ ଯୁଦ୍ଧ … Continue reading ଆମେରିକା-ଇସ୍ରାଏଲ୍‌କୁ ଚକମା ଦେଲା ଇରାନ? || Did Iran trick America and Israel?