Did British Stealth Fighter Jet F35b Land In India At Behest Of America।। କ’ଣ ଆମେରିକା କହିବାରେ ଭାରତରେ ଲ୍ୟାଣ୍ଡ୍ କରିଥିଲା ବ୍ରିଟେନର ଏଫ୍-୩୫ବି ଲଢୁଆ ବିମାନ ?

କେରଳର ତିରୁବନନ୍ତପୁରମ ବିମାନବନ୍ଦରରେ ଶନିବାର ରାତିରେ ବ୍ରିଟିଶ ରୟାଲ ନେଭିର ଏଫ-୩୫ବି ଯୁଦ୍ଧବିମାନର ଜରୁରୀ ଅବତରଣ ଘଟଣା ସମ୍ପର୍କରେ ନୂଆ ନୂଆ ସୂଚନା ସାମ୍ନାକୁ ଆସୁଛି। ପଞ୍ଚମ ପିଢ଼ିର ଏହି ଅତ୍ୟାଧୁନିକ ଷ୍ଟିଲଥ ଯୁଦ୍ଧବିମାନଟି ପ୍ରଥମେ ଇନ୍ଧନ ଅଭାବ ହେତୁ ଭାରତୀୟ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି)ଠାରୁ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲା। ପରେ ଜଣାପଡ଼ିଲା ଯେ ବିମାନର ହାଇଡ୍ରୋଲିକ ସିଷ୍ଟମରେ ମଧ୍ୟ ତ୍ରୁଟି ଦେଖାଦେଇଛି। ଏହିକାରଣରୁ ବିମାନଟି ପୁନର୍ବାର ଉଡ଼ାଣ ପାଇଁ ବିଳମ୍ବ ହେଉଛି। … Continue reading Did British Stealth Fighter Jet F35b Land In India At Behest Of America।। କ’ଣ ଆମେରିକା କହିବାରେ ଭାରତରେ ଲ୍ୟାଣ୍ଡ୍ କରିଥିଲା ବ୍ରିଟେନର ଏଫ୍-୩୫ବି ଲଢୁଆ ବିମାନ ?