କ’ଣ ସତରେ ମଣିଷଙ୍କୁ ପଥର କରିଦେଲେ ଏଲିୟନ୍ସ ?

Aliens: ପୃଥିବୀକୁ ଛାଡ଼ି ଅନ୍ୟତ୍ର ଜୀବନ ଅଛି କି ? ମଣିଷଠାରୁ ଅଧିକ ବୁଦ୍ଧିମାନ ପ୍ରାଣି ବ୍ରହ୍ମାଣ୍ଡରେ ରହୁଛନ୍ତି କି ? ଆମେ ଯେଉଁମାନଙ୍କୁ ପରଗ୍ରହୀ ବା ଏଲିୟନ୍ସ କହୁ ସେମାନେ କ’ଣ ସତରେ କେବେ ପୃଥିବୀକୁ ଆସିଛନ୍ତି ? ନା ଭବିଷ୍ୟତରେ କେବେ ଆସିବାର ସମ୍ଭାବନା ରହିଛି ? ମାନବ ଓ ଏଲିୟନ୍ସଙ୍କ ମଧ୍ୟରେ ଯେତେବେଳେ ପ୍ରଥମଥର ପାଇଁ ସମ୍ପର୍କ ସ୍ଥାପନ ହେବ ସେତେବେଳେ କ’ଣ ହେବ ? ସେମାନେ ପୃଥିବୀ ଉପରେ ଆକ୍ରମଣ କରିବେ … Continue reading କ’ଣ ସତରେ ମଣିଷଙ୍କୁ ପଥର କରିଦେଲେ ଏଲିୟନ୍ସ ?