Dibyasanker was removed from the BJD election committee ।। ମମିତା ମେହେର ଭୟ: ବିଜେଡି ନିର୍ବାଚନ କମିଟିରୁ ବାଦ୍‍ ପଡ଼ିଲେ ଦିବ୍ୟଶଙ୍କର

ବିଜୁ ଜନତା ଦଳ ଶାସନ କ୍ଷମତାରେ ଥିବାବେଳ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ଇଂଲିଶ ମିଡ଼ିୟମ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ହୋଇଥିଲା। ଶାସନ କ୍ଷମତାରୁ ବିଦା ହେବା ପରେ ବି ମମିତା ମେହେର ହତ୍ୟାକାଣ୍ଡ ଭୟ ବିଜେଡିକୁ ଘାରିଛି। ତେଣୁ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଗଠନ ହୋଇଥିବା ତିନିଟି କମିଟିରେ କଳାହାଣ୍ଡି ଜିଲ୍ଲାର ଓଡ଼ିଶାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନିଆଯାଇନାହିଁ। କାରଣ ମମିତା ମେହେର ହତ୍ୟାକଣ୍ଡର ସିବିଆଇ ତଦନ୍ତ … Continue reading Dibyasanker was removed from the BJD election committee ।। ମମିତା ମେହେର ଭୟ: ବିଜେଡି ନିର୍ବାଚନ କମିଟିରୁ ବାଦ୍‍ ପଡ଼ିଲେ ଦିବ୍ୟଶଙ୍କର