Hirakud gate will open tomorrow ।। ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ ।

ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ । ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରାଙ୍କ ସୂଚନା , ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ପୂଜାର୍ଚ୍ଚନା ପରେ ସକାଳ ୧୦ଟାରେ ଖୋଲିବ ଗେଟ୍ । ସେହିପରି ଓଡ଼ିଶାରେ ଆହୁରି ୩ ଦିନ ବର୍ଷା ଜାରି ରହିବ, ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଇଏମଡି । ରାଜ୍ୟରେ ଆହୁରି ତିନି ଦିନ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । … Continue reading Hirakud gate will open tomorrow ।। ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ ।